STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ଧର୍ମକୁ ଆଖି ଠାର

ଧର୍ମକୁ ଆଖି ଠାର

1 min
13K


ଅଣ୍ଟିରେ ନିଆଁକୁ   ଘୋଡାଇ ରଖିଲେ

ନିଶ୍ଚୟ ସେ ପୋଡି ଦେବ

ଯେତେ ଯତ୍ନ କର   ଅଗ୍ନିର ଧରମ

କେବେ ସେ ଭୁଲି ନଯିବ


ଦୁଷ୍ଟ ବୁଦ୍ଧି ଅଟେ   ଅଣ୍ଟି ନିଆଁ ପରି

ସଦା ମନରେ ରଖିବ

ଯେତେ ବି ଚତୁର  ହୋଇଥାଅ ପଛେ

ରକ୍ଷା କେବେ ନପାଇବ



ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational