STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଧନରେ ରଖିବୁ ମାନ

ଧନରେ ରଖିବୁ ମାନ

1 min
209


ଧନରେ ତୁ ରଖିବୁ ମାନ

ଯୁଗେ ଯୁଗେ ରହି ଅଛି

ଏ ଉତ୍କଳର ମାନ

ତୋ ପୂର୍ବ ପୁରୁଷ ଜୟ

କରିଥିଲେ ଗଙ୍ଗା ଠାରୁ

ଗୋଦାବରୀ ତେଣୁ ତୁ

ଧନରେ ରଖିବୁ ମାନ

ତାଙ୍କରି ପରି ତୁ ହୋଇବୁ

କର୍ମଠ ଏ କମ୍ପୁଟର ଯୁଗରେ

ହାରିବୁନି ଆୟତ୍ତ କରିବୁ

     କୌଶଳ 

ଅସ୍ଥିର ନ ହୋଇ ସ୍ଥିର

ଚିତ୍ତରେ କରିବୁ ମନ

      ନିବେଶ

କରିଯିବୁ ପ୍ରୋୟଗ

ନିଜର ଗ୍ଯାନ କରିବୁ

ଏପରି ବସ୍ତୁ ଉଦ୍ଭାବନ

ମୋହିନେବୁ ସଭିଁଙ୍କ ମନ

ସାରା ଜଗତେ ଯେପରି

ରଟିବ ତୋରି ସୁନାମ

ତୁ ଯେ ବାଵୁ ଉତ୍କଳର

   ସନ୍ତାନ ।


Rate this content
Log in

Similar oriya poem from Inspirational