STORYMIRROR

Ajit Kumar Raut

Romance Inspirational

3  

Ajit Kumar Raut

Romance Inspirational

ଦେଶ ପ୍ରତି ପ୍ରେମ

ଦେଶ ପ୍ରତି ପ୍ରେମ

1 min
220

ପାଗଳ ପାଗଳ କହୁଛନ୍ତି ଜନେ 

ପାଗଳ ମୁହିଁତ ନୁହେଁ             

ମାତ୍ରୁଭାଷା ପାଇଁ ଜାଗ୍ରତ କରୁଛି।  

ପାଗଳ ଏହାତ ନୁହେଁ।୧।         


ବିଚ୍ଛିନ୍ନାଞ୍ଚଳ ର ଉନ୍ନତି ନିମନ୍ତେ। 

ଚେଷ୍ଟା କରୁଅଛି ମୁହିଁ              

ଜଗନ୍ନାଥଙ୍କ ର ବିନତୀ କରିଣ

ସେବୁ ଅଛି ମାତୃଭୂମି।୨।


ମୋଦିଙ୍କ ପଥରେ ପଥିକ ହୋଇଣ 

କରେ ତାଙ୍କ ଗୁଣଗାନ            

ନିସ୍ବାର୍ଥ ପଥରେ ନେଉ ଛନ୍ତି ଦେଶ  

ବିଶ୍ବ କରେ ଗୁଣଗାନ।୩।             


ଜନ ସେବା ପାଇଁ ଜୀବନ ଅର୍ପଣ

ସେବୁଛନ୍ତି ଦେଶ ପାଇଁ         

ସର୍ବୋତ୍ତମ କାର୍ଯ୍ୟ ହେଉଛି ଦେଶରେ

ନ ଗାଇବି ମୁଁ କିପାଇଁ।୪।


ଵିଶ୍ବ ମଧ୍ୟେ ଆଜି ଭାରତର ନାଆଁ

ମୋଦିଙ୍କ ବଳେ ହେଉଛି

ଦେଶର ସମ୍ମାନ ଦେଶର ବୈଭବ।  

ତାଙ୍କ ଶକ୍ତିରୁ ମିଳୁଛି।୫।          


ଖୁସିରେ ଅଛନ୍ତି ଦେଶର ଜନତା

ମୋଦିଙ୍କ ନାମ ହେଉଛି

ଧର୍ମ ଯୁଦ୍ଧେ ଦେଶ ବିଜୟୀ ପାଇଛି

ଅନ୍ୟାୟର କଥା ସରିଛି।୬।


ପାଗଳ ପାଗଳ କହୁଛନ୍ତି ଜନେ

ପାଗଳ ମୁହିଁତ ନୁହେଁ

ମାତୃଭାଷା ପାଇଁ ଜାଗ୍ରତ କରୁଛି

ପାଗଳ ଏହାତ ନୁହେଁ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance