Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Kumar

Abstract

3  

Manas Kumar

Abstract

ଦେଶ ମୋର ଭାରତ

ଦେଶ ମୋର ଭାରତ

1 min
468


ଭୂମି ଆମର ମୁନି ଋଷି ଆଉ ସଂଗ୍ରାମୀଙ୍କର 

ମାଟି କଥା କହେ ବୀରତ୍ବର 

ଏହା ଅଟେ ଭାରତ ଦେଶ ମୋର |


ଦେଶ ମୋର ନଈ,ନାଳ ଆଉ ପର୍ବତର 

ତାହାସହ ବନ ଆଉ ଜଙ୍ଗଲ ଅଟଇ ତାର କେଡେ ମନୋହର 

ଏହା ଅଟେ ଭାରତ ଦେଶ ମୋର |


ବିଭିନ୍ନ ଜାତି ଆଉ ଧର୍ମ ର ଲୋକେ କରନ୍ତି ବିହାର 

ଉଦାହରଣ ଏହା ବିଭିନ୍ନତାରେ ଏକତାର 

ଏହା ଅଟେ ଭାରତ ଦେଶ ମୋର |


ଆମ ସ୍ୱାଧୀନତା ର ଦିବସ ଅଗଷ୍ଟ ପନ୍ଦର 

ତାହା ସହ ଛବିଶ ଜାନୁୟାରୀ ଅଟଇ ଦିବସ ଗଣତନ୍ତ୍ର ର 

ଏହା ଅଟେ ଭାରତ ଦେଶ ମୋର |


ଦେଶରେ ଚାଲିଛି ସ୍ଵଛ ଭାରତ ଅଭିଯାନ ର 

ଚାଲ ଆମେ ସ୍ଵଛ ରଖିବା ଆମ ପରିପାର୍ଶ୍ଵ ର 

ତାହେଲେ ହେବ ସ୍ଵଛ ଆଉ ସୁନ୍ଦର ଭାରତ ଆମର |



Rate this content
Log in

Similar oriya poem from Abstract