STORYMIRROR

Sisir Panda

Inspirational

3  

Sisir Panda

Inspirational

ଦେଶ ଗାନ

ଦେଶ ଗାନ

1 min
522


ଦେଶ ପ୍ରେମ ପଛ ନିଜ ସ୍ବାର୍ଥ ଆଗ

ଆଜିର ଏ ନିଛକ ସତ୍ୟ

ଆଶା କରୁ ବିଶ୍ବେ ଶାନ୍ତି ମୈତ୍ରୀ ଭାବ

ଓ ଦେଶ ହେଉ ବିକଶିତ।

ବିନ୍ଦୁ ବିନ୍ଦୁ କରି ସିନ୍ଧୁ ହେଲା ପରି

ନିଜ କ୍ଷେତ୍ରେ କରି ପ୍ରୟାସ

ଦେଶର ବିକାଶ ରଖିଲେ ତ ଜାରି

ଦିନେ ହୋଇବା ଶ୍ରେଷ୍ଠ ଦେଶ।।

ଶିଶିର କୁମାର ପଣ୍ଡା, କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational