STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Romance

2  

ନାୟକ ଅକ୍ଷୟ ରାଜହସ୍ତୀ

Romance

ଦେହ ଗଣିତ

ଦେହ ଗଣିତ

1 min
111

ଗୋଲାପି ବେଳାରେ ଗୋଲାପ ତୋଳିଲା ବେଳେ

ବାସ୍ତବତା ଯେଉଁଠି ଗୋଇଠା ମାରେ

ପଡ଼ୋଶୀ ର କଣ୍ଟକିତ ଭାବ ଯେଉଁଠି ଚାପୁଡ଼ା ମାରେ

ସାମାଜ ପୁଣି ଯେଉଁଠି କଣେଁଇ କଣେଁଇ ଚାହେଁ

କେମିତି ମୁଁ ତମ ସହ ପୀରତି ପୁନେଇଁ ରେ ମଜ୍ଜିବି

ନାମଦାମୀ ଅତର ରେ ଦେହ କୁ ସାମିଲ କଲେ ବି

ଝାଳ ର ଉତ୍କଟ ଗନ୍ଧ ଦେହ ର ମୋହ ଛାଡି ପାରୁନି

କେମିତି ଏ ଦେହ କୁ ନେଇ ତମ ସହିତ ବାଟ ଚାଲିବାର

ମିଛି ମିଛିକା ପ୍ରତିଶ୍ରୁତି ଦେଇପାରିବି...

ଅବଶ୍ୟ ତମେ

ମନ କୁ ଭଲ ପାଅ

ଦେହ କୁ ନୁହଁ....

ତଥାପି ମୁଁ ଅଲୋଡ଼ା ଅ ଖୋଜା

ଉପାଦାନ ଟିଏ


Rate this content
Log in

Similar oriya poem from Romance