STORYMIRROR

Premalata Giri

Classics

3  

Premalata Giri

Classics

ଦେବୀ ମା

ଦେବୀ ମା

1 min
208


    

ହେ ଦେବୀ! 

  ସର୍ବଶକ୍ତିମାନ 

ସକଳ ସ୍ରୁଷ୍ଟିର କାରଣ

 ଏକରୁ ଅନେକ ରୂପ, 

  ପରମ ପ୍ରକାଶରେ

  ଅପରୂପା ମାତ୍ରୁମୟୀ ପ୍ରେମମୟୀ

 ସନ୍ତପ୍ତ ବେଦନା ହାରିଣୀ 

ମା ଜଗଦମ୍ୱେ । 

 ମହିଷା ମର୍ଦ୍ଦିନି ସଂହବାହିନୀ

ପ୍ରକୃତି ସ୍ୱରୂପିଣୀ ମା

  ଡଗତର କଲ୍ୟାଣାର୍ଥେ 

 ଅବତରୀ ଆସ ଧରାଧାମେ

ସଂସ୍କାର ସଂହାର କାରିଣୀ

 କୋଟି ପ୍ରଣାମ ଚରଣେ। 

 ସ୍ନେହମୟୀ ଶାକମ୍ବରୀ ମା

 ଦୁର୍ଗେ ଦୁର୍ଗତୀନାଶିନୀ

 ଦୁଃଖ ଫେଡି ସଂସାରକୁ

  ସୁଖେ ଭରିଦିଅ ଶୈଳପୁତ୍ରୀ

ଶରତର ନିର୍ମଳ ନଭପରି

ଜୀବନକୁ ଆଲୋକିତ କର

 ଶ୍ରଦ୍ଧା ଓ କରୁଣାର

ବିନ୍ଦୁ ବିନ୍ଦୁ କାକର ସ୍ୱର୍ଶରେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics