STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ୩

ଚଉପଦୀ ୩

1 min
393


ଅବନୀଭୂଷା

ଅତନୁ ବାଣେ ନଭୂଷା ରେ (0)

ଅନା ଏ ଶରଦକାଳ

ଘନ ଏ ସୋହାଗଜାଳ

ଧ ନା ଏ ଧୁତ ଧୁନି ଭୂଷାରେ (1)

ଲୋକେ ଟେକି ରାଟ ପଣ

ଲୋକେ ଦୁର୍ଲ୍ଲଭ ଯୌବନ

ଢୋକେଦେଇ ନାଶ ତୃଷାରେ (2)

ଅମ୍ବର ଚନ୍ଦ୍ର ମଣ୍ଡଳ

ଦମ୍ଭକରେ ଦୃଷ୍ଟି ବଳ,

ଗମ୍ଭୀରୀକି ଆସ ସୁସାରେ (3)

ଏ ନିଶା ଅଷ୍ଟ ଦୁର୍ଗେଶ

ଅନିଶା କରିଚି,ଆସ

ବସିଯିବା ବ୍ୟାଜେ ପଶାରେ (4)





Rate this content
Log in

Similar oriya poem from Classics