STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (113)

ଚଉପଦୀ (113)

1 min
160


ରାଗ- ଦେଶାକ୍ଷ -ଏକତାଳି

ବାମ - ନେତ୍ର କୋଣେ ମାତ୍ର ଥରେ ମୋତେ ଚାହାଁ ରେ (ଘୋଷା)

କାହିଁକିରେ ଜୀବଧନ, ମୋ ଠାରେ କରୁ ତୁ ମାନ

             ଦିନକୁ ତ ଦିନ ଆନ କଲୁ କାନକୁହା ରେ (1)

                     ଦୟା ଅଛି ହୃଦେ ପୂରି, ନବନୀତ ସୁକୁମାରୀ

ହେଲାପରି ସୁନା ଗୋରୀ କରମ ତ ଲୁହାରେ (2)

ସହି ନପାରଇ ଆଉ, ଏ ମଦନ ଶର ଦାଉ

ଅତି ଆଶା ଥାଉ ଥାଉ ଟେକି ରଖ ବାହା ରେ (3)

ଜଳନ୍ତର ନାଥ ଭଣି, ଯୁବଗାଜ ଯୁଗ ଶ୍ରେଣୀ

ଘେନ ତୁ ମୋହର ବାଣୀ କହିବୁଟି ଏହାରେ (4)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics