Pramila Mohanty

Inspirational


2  

Pramila Mohanty

Inspirational


ଚରିତ୍ର

ଚରିତ୍ର

1 min 86 1 min 86


ଲୋକେ କହନ୍ତି ଯେତେ

ଥୁଲେ ଥାଉରୃପ ଅପାର

ଚରିତ୍ର ନଥିଲେ ସବୁ ।

     

ଚରିତ୍ର ମଧୁର 

    ଚରିତ୍ର ପ୍ରାଯୁର୍ଯ୍ଯ

ବଢାଏ ଜୀବନରେ

     ମାଧୁର୍ଯ୍ଯ

ଚରିତ୍ର ଜୀବନ ର 

ବେଳାଭୂମି ରେ ଏକ

ମହତ୍ତ୍ଵ ପୂର୍ଣ୍ଣ ସ୍ଥାନ ଗ୍ରହଣ

   କରିଥାଏ

ବଞି ରହିବା ପାଇଁ ଏକ ଅସ୍ତ୍ର

    ଏକ କାରକ

ଚରିତ୍ର ଜୀବନ ଦର୍ଶନ ର ।


   ଏକ ମାର୍ଗ

ସତ୍ ଚରିତ୍ର ଉତ୍ତମ ବ୍ୟକ୍ତି୍ତ୍ବ

ପ୍ରତି କ୍ଷେତ୍ରରେ ଭରିଦିଏ

       ଆଲ୍ଲାଦ

ହୋଇ ଗଲେ ବାଟ ବଣା

ଚରିତ୍ର ର ହୋଇ ଯାଏ

   ବିଲୋପ

ଭରି ଯାଏ ଜୀବନେ

    ଜହର

ଉତ୍ତମ ବ୍ଯବହାର

   ସତ୍ୟ ପଥ

ଚରିତ୍ର ଗଠନର

  ଏକ ବଳିଷ୍ଠ ମାର୍ଗ।



Rate this content
Log in

More oriya poem from Pramila Mohanty

Similar oriya poem from Inspirational