ଚରିତ୍ର
ଚରିତ୍ର
ଲୋକେ କହନ୍ତି ଯେତେ
ଥୁଲେ ଥାଉରୃପ ଅପାର
ଚରିତ୍ର ନଥିଲେ ସବୁ ।
ଚରିତ୍ର ମଧୁର
ଚରିତ୍ର ପ୍ରାଯୁର୍ଯ୍ଯ
ବଢାଏ ଜୀବନରେ
ମାଧୁର୍ଯ୍ଯ
ଚରିତ୍ର ଜୀବନ ର
ବେଳାଭୂମି ରେ ଏକ
ମହତ୍ତ୍ଵ ପୂର୍ଣ୍ଣ ସ୍ଥାନ ଗ୍ରହଣ
କରିଥାଏ
ବଞି ରହିବା ପାଇଁ ଏକ ଅସ୍ତ୍ର
ଏକ କାରକ
ଚରିତ୍ର ଜୀବନ ଦର୍ଶନ ର ।
ଏକ ମାର୍ଗ
ସତ୍ ଚରିତ୍ର ଉତ୍ତମ ବ୍ୟକ୍ତି୍ତ୍ବ
ପ୍ରତି କ୍ଷେତ୍ରରେ ଭରିଦିଏ
ଆଲ୍ଲାଦ
ହୋଇ ଗଲେ ବାଟ ବଣା
ଚରିତ୍ର ର ହୋଇ ଯାଏ
ବିଲୋପ
ଭରି ଯାଏ ଜୀବନେ
ଜହର
ଉତ୍ତମ ବ୍ଯବହାର
ସତ୍ୟ ପଥ
ଚରିତ୍ର ଗଠନର
ଏକ ବଳିଷ୍ଠ ମାର୍ଗ।