STORYMIRROR

SACHALA GURU

Abstract Classics Others

3  

SACHALA GURU

Abstract Classics Others

ଚିଠି

ଚିଠି

1 min
163

ଭାବନା ଆଦାନ ପ୍ରଦାନ ନିମନ୍ତେ 

  ଚିଠିର ପ୍ରସାର ହେଲା 

ଜନସାଧାରଣ ସୁବିଧା ପାଇଁ କି 

  ଡାକଘର ଖୋଲି ଗଲା ।।

ଗ୍ରାମରୁ ସହର ପଲ୍ଲୀରୁ ନଗର 

  ଖୋଲିଗଲା ଡାକଘର 

ପ୍ରତ୍ୟେକ ଜନଙ୍କ ଖବର ଅନ୍ତର

  ଚିଠି ମାଧ୍ୟ୍ୟମେ ପ୍ରସାର ।।

ଚିଠିର ସୁବିଧା ହେବାରୁ ଯେ ସିନା

  ନିଜଲୋକଙ୍କ ଖବର 

ସପ୍ତାହ ଭିତରେ ଭଲମନ୍ଦ ସାର 

  ପଂହଁଚେ ଚିଠି ପତର ।।

ଦୂର ଦୂରାନ୍ତରୁ ଦେଶ ବିଦେଶରୁ 

  ଖବରଅନ୍ତର ନେଇ 

ଦିନଦିନ ଧରି ଅପେକ୍ଷାରେ ରହୁ 

  ଶୁଭ ବାରତାର ପାଇଁ ।।

ଜ୍ଞାନର କୌଶବଢିଲା ପ୍ରବଳ 

  ଧୀରେ ଧୀରେ ଲୋପ ହେଲା 

ଆଧୁନିକଜ୍ଞାନଦେଲା ସ ଦ ଜ୍ଞାନ 

  ଅଜ୍ଞାନତା ଦୂର କଲା ।।

ବିଶ୍ୱ ସଂଙ୍କୁଚିତ ଆଧୁନିକ ଚିତ୍ତ

  ଅନଲାଇନ ରେ କରି 

ସ୍ୱଳ୍ପ ସମୟରେ ସାରାବିଶ୍ୱ କଥା 

  ଜାଣିଲେ ପଲ୍ଲୀ ନଗରୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Abstract