STORYMIRROR

Sudhashree Bhattamisra

Inspirational

1  

Sudhashree Bhattamisra

Inspirational

ଚିଠି

ଚିଠି

1 min
71

ସାର୍ଥକ ସ୍ବପ୍ନଟିଏ ଛପି ଆସେ ଯେବେ

ରାତ୍ରିର ମଧ୍ୟମ ପ୍ରହରରେ

ସେତିକିବେଳେ ହିଁ ମନେ ହୁଏ ସ୍ବପ୍ନ ଏତେ

ବାସ୍ତବ ବୋଲି

ସ୍ବପ୍ନ ଥିଲା ଲେଖିବାକୁ

ଅନ୍ତିମ, ଚିଠି

ବାସ୍ତବତାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational