Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ଚିତାଲାଗି ଅମାବାସ୍ୟା ପର୍ବ

ଚିତାଲାଗି ଅମାବାସ୍ୟା ପର୍ବ

1 min
149



ବାର ମାସେ ତେର ଯାତରା

        ହୁଏ ମୋ କାଳିଆର

କେତେ ନିଆରା ଆମ ଓଡ଼ିଶା

        କେତେ ଯେ ପର୍ବ ତାହାର

ଶ୍ରାବଣ ମାସେ ହେବ ଏ ପରବ

        ଶ୍ରୀ ମନ୍ଦିରେ ହେବ ଉତ୍ସବ

ଶ୍ରୀ ଜୀଉ ଙ୍କ ମସ୍ତକରେ

         ସୁନାର ଚିତା ଲାଗିବ

କେତେ ସୁନ୍ଦର ଲାଗିବେ

         ଆହାଃ କି ଶୋଭା ପାଇବ

ଘରେ ଘରେ ଚିତଉ ପିଠା ହୋଇବ

         କୃଷକ ଏ ପରବ ପାଳିବ

ଜମିରେ ଜଳ ଚର ଜନ୍ତୁ ପାଇବେ

        କୃଷକ ନେଇ ଜମିରେ ପୋତିବେ

ଚିତଉ ପିଠା ଖାଇ ସବୁ ଖୁସି ହୋଇବେ

      ଆମ ଠାକୁର ଙ୍କ ପାଇଁ ସମର୍ପିତ ହେବେ ।


Rate this content
Log in

Similar oriya poem from Inspirational