STORYMIRROR

Sachidananda Kar

Comedy

3  

Sachidananda Kar

Comedy

ଛୁଁ ଛୁଁ

ଛୁଁ ଛୁଁ

1 min
194


ସିଙ୍ଘାଣୀନାକ  ସୁଁ ସୁଁ

କୁକୁରଛୁଆ    କୁଁ କୁଁ

ଉଡାଜାହାଜ   ଘୁଁ ଘୁଁ

ଚୁଟିଆମୂଷା    ଚୁଁ ଚୁଁ

କାହାଳୀ ତୂରୀ  ପୁଁ ପୁଁ

ଶୁଆଶ ରୋଗୀ  ଖୁଁ ଖୁଁ

ହନୁ ମାଙ୍କଡ   ହୁଁ ହୁଁ

ଗାଡ଼ି ମଟର   ଭୁଁ ଭୁଁ

ନାଉଧୁଡୁକି    ଟୁଁ ଟୁଁ

ଦଉଡ଼ି ଧାଇଁ ଯାଉଛି ମୁହିଁ

ଗୋଡେଇ ମୋତେ ଛୁଁ ଛୁଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy