STORYMIRROR

Bijaylaxmi Behera

Romance

3  

Bijaylaxmi Behera

Romance

ଛୁଆଁ

ଛୁଆଁ

1 min
130

ମାଟି ଭିଜୁଛି ଅଦିନ ବର୍ଷାରେ

ପତ୍ର ଶିହରୁଛି ତା ମିଠା 

ଛୁଆଁ ରେ

କେହି ଥମିବାର ନାହିଁ

କେହି ରୋକିବାକୁ ଵି ନାହିଁ 

ଭିଜନ୍ତୁ ଏମିତି ସେମାନେ

ନିଜ ଭିତରେ

ଅନୁରାଗରେ

ଦୁନିଆକୁ ପଛ କରି

ସମୟକୁ ସ୍ଥିର କରି

ହଜି ଯାଆନ୍ତୁ ଖାଲି ନିଜ ଭିତରେ

ଭଲ ପାଇବାର ଏଇ ଅମୃତ ବେଳାରେ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance