STORYMIRROR

Firoj Kumar Patel

Drama Fantasy

1  

Firoj Kumar Patel

Drama Fantasy

Chatting

Chatting

1 min
2.2K


Chatting କରୁଛେ ବଲି ନାଇଁ ଭାବ

ତମକୁ setting କରୁଛେଁ

ତମର photo କେ like ମାରୁ6ଛ

ତାର ମାନେ ଇଟା ନୁହେ କି ...

ତମର ସୁନ୍ଦରୀପନେ ପାଗଲ ହଇଛେଁ

ମୁଇଁ ମୋର ବାଟର ଲୋକ

ଏକ୍ଲା...ଆବାରା.. ହସଁନୁରା

ମୁଇଁ fb re just mood ଠିକ୍ କରୁଛେଁ ।

#ଫିରୋଜ

#frj


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama