ପରିଚୟ
ପରିଚୟ
ମୁଁ ମାତିଛି
ରଙ୍ଗ ମାଖିବାରେ ....
ଭିନ୍ନ ଏକ ଫିରୋଜ ହେବାରେ ..
ରଙ୍ଗରେ ରଙ୍ଗ ମିଶେଇ
ରଙ୍ଗୀନ ହେଉଛି ମୁଁ ...
ମୁଖା ଉପରେ ମୁଖା ପିନ୍ଧି
ବହୁରୂପି ହେଉଛି ମୁଁ ...
ବାଘ-ଭାଲୁର ଜଙ୍ଗଲରେ
ବଦଲେଇ ଚାଲିଛି ପରିଚୟ ...
ମଣିଷ ହୋଇ ବଞ୍ଚିବା ପାଇଁ ।
ଫିରୋଜ
ମୁଁ ମାତିଛି
ରଙ୍ଗ ମାଖିବାରେ ....
ଭିନ୍ନ ଏକ ଫିରୋଜ ହେବାରେ ..
ରଙ୍ଗରେ ରଙ୍ଗ ମିଶେଇ
ରଙ୍ଗୀନ ହେଉଛି ମୁଁ ...
ମୁଖା ଉପରେ ମୁଖା ପିନ୍ଧି
ବହୁରୂପି ହେଉଛି ମୁଁ ...
ବାଘ-ଭାଲୁର ଜଙ୍ଗଲରେ
ବଦଲେଇ ଚାଲିଛି ପରିଚୟ ...
ମଣିଷ ହୋଇ ବଞ୍ଚିବା ପାଇଁ ।
ଫିରୋଜ