Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Firoj Kumar Patel

Others

3  

Firoj Kumar Patel

Others

ଧଙ୍ଗରା ମନର କଥା

ଧଙ୍ଗରା ମନର କଥା

1 min
6.9K


ଧଙ୍ଗରା ମନର କଥା

ଫିରୋଜ କୁମାର ପଟେଲ

ଟୁକେଲ ଟୁକେଲ ହଇ # ଯୁଆନ ପିଲା

ହଇ ଗଲେନ ବଝା

ଯିଏ ପାରିଛେଁ # ଟୁକେଲ ଟେ ଖୁଜି

ସେ ନ ମାରୁଛେ ମଜା

ଠିଆ ଠିଆ ବାଲ ଫଟା ଜିନ୍ନସ୍ କେ

ଥିବା ଯାହାର ଗାଡି

ସେ ବସିଥିବେ # ।G ପାର୍କ ନ

ହଇକରି ଜୁଡ଼ି ଜୁଡ଼ି

ପ୍ରଭୁ ହେ ....

ଇଟା କାଏଁ ରକମ୍ କଲୁ

ସବକେ ଦେଲୁ ଗନ୍ଧେ ପୁଷ୍ପେ କରି

ମୋର ବେଲେ କାହିଁ ଗଲୁ ?

*****

 


Rate this content
Log in