STORYMIRROR

Firoj Kumar Patel

Comedy

2  

Firoj Kumar Patel

Comedy

ବର୍ଷ।

ବର୍ଷ।

1 min
13.7K


ଅଧିର ଗଗନ ପିଟୁଛି ମାଦଳ

ପବନ ଗାଉଛି ଗୀତ

ଭିଜାମାଟି ବାସ୍ନା ଇସାରା କରେ

ଆସୁଛି ବୋଧେ ମୋ ମିତ ।

ପ୍ରେମର ଅମୃତେ ଭିଜିଯିବେ ପୁଣି

ସହର ଜଙ୍ଗଲ ଗାଆଁ

ବର୍ଷ।.......

ମୋ ଚଗଲି ପ୍ରିୟା ର ନାଆ ॥

##ଫିରୋଜ

#frj


Rate this content
Log in

Similar oriya poem from Comedy