STORYMIRROR

Firoj Kumar Patel

Others

2  

Firoj Kumar Patel

Others

ପ୍ରେମ

ପ୍ରେମ

1 min
14.2K


ତୁମେ ଆକାଶ ହୁଅ ମୁଁ ବର୍ଣ୍ଣଛଟା ହେବି

ତୁମ ଅଙ୍ଗେ ଅଙ୍ଗେ ନିତି ହଜୁଥିବି,

ତୁମେ ଶ୍ରାବଣ ହୋଇ ବରଷି ଗଲେ  

ମୁଁ ପ୍ରେମାତୁରେ ବାହୁଫାସେ ବାନ୍ଧି ନେବି ।

ଫିରୋଜ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍