STORYMIRROR

Prafulla Chandra padhi

Abstract

3  

Prafulla Chandra padhi

Abstract

ଛାଇ ର ଛାଇ

ଛାଇ ର ଛାଇ

1 min
231

    


ଛାଇ ଥାଏ

   ପାଖେ ପାଖେ ।

ଅନ୍ତରଙ୍ଗ , ଅନ୍ତରଙ୍ଗ॥

ବର୍ଷା ରେ ହେଉ କି

   ଥୁରୁ ଥୁରୁ ଶୀତରେ

  ଦୁଃଖର ଝାଞ୍ଜି ଖରାରେ

      ଛାଇ

    ନିଜର ନିଜର ॥

 କ'ଣ କରି ପାରେ ଛାଇ !

  ଛାଇ-ହ୍ୱାଟ଼ସ଼ଅପ଼ ରେ ଚାଟ଼ 

       କରି ପାରେନା

     କରି ପାରିବ ଯେ'

   ସାଙ୍କୁଡ଼ି ଯାଏ -

      ପାଚିଲା ବୟସରେ ।

    ଛାଇକୁ ସବୁ ଜଣା

   ମନ ଯାହା ଯାହା

       ଭାବୁ ଥାଏ !

    


Rate this content
Log in

Similar oriya poem from Abstract