STORYMIRROR

SUBHRANSU SAHOO

Fantasy

2  

SUBHRANSU SAHOO

Fantasy

ଛାଡଖାଇ

ଛାଡଖାଇ

1 min
119

କାର୍ତ୍ତିକ ମାସର ପୂଣ୍ୟ କୁ ଥୋଇ 

ରାମ ରାମ ଛିଡି ମାର ମାର କହି

ଆମିଷ ଭକ୍ଷଣ ଲାଳସାକୁ ନେଇ

ପାଳୁଛି ରାଇଜ ଆଜି ଛାଡ଼ଖାଇ 

ଖାସି,ବୁଢୀ ପୁଣି ପେଣ୍ଠି ଆଉ ମାଈ

ରକ୍ତରେ ଆଜି ଛୁଟିବ ନଇ

ମାଛ କୁକୁଡା ବି ପଛରେ ନାଇଁ

ପାଳୁଛି ରାଇଜ ଆଜି ଛାଡଖାଇ

ଗୋଡ଼ ଖଣ୍ଡ ପାଇଁ ହୁଏ ବାଡାବାଡି

ଆଗନେବା ପାଇଁ ହୁଏ ଛଡାଛଡି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy