STORYMIRROR

SUBHRANSU SAHOO

Children Stories Inspirational

3  

SUBHRANSU SAHOO

Children Stories Inspirational

ଭିନ୍ନ ଏକ ସ୍ୱାଧୀନତା ଦିବସ

ଭିନ୍ନ ଏକ ସ୍ୱାଧୀନତା ଦିବସ

1 min
44

ମନେପଡ଼େ ଆଜି ପିଲାଦିନ ସ୍ୱାଧୀନତା ଦିବସ କଥା ।

ସକାଳୁ ବଡି ଭୋରରୁ ଉଠି ନାନା ରଙ୍ଗ ବେରଙ୍ଗର ଫୁଲ ସଂଗ୍ରହ କରି,

ଧୋବ ଫର ଫର ରିବନଫିତା ଖଞ୍ଜି ହୋଇ

ସ୍କୁଲ୍ ଯାଇ ପତାକା ଉତ୍ତୋଳନ ସ୍ଥଳକୁ ଫୁଲ ଆଉ ମୁରୁଜରେ ସଜାଇ

ଜାତୀୟ ସଙ୍ଗୀତ ଗାନ କରି ସ୍ୱାଧୀନତା ସଂଗ୍ରାମୀଙ୍କ ବୀରଗାଥାକୁ ସ୍ମରଣ କରିବା,

ଭାରତୀୟ ବୋଲି ମନରେ ଗର୍ବ ଅନୁଭବ କରିବା,

ସ୍ୱାଧୀନତା ଦିବସ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରି

ପୁରସ୍କାର ଗ୍ରହଣ ତା’ ସାଙ୍ଗକୁ ମିଷ୍ଟାନ୍ନ ବଣ୍ଟନ ବ୍ୟବସ୍ଥାର ଅନୁଭୂତି ଅଟେ କିଛି ନିଆରା ।

କିନ୍ତୁ ଏଇ ବର୍ଷ କରୋନା ପାଇଁ ଫିକା ପଡ଼ିଯାଇଛି ସ୍ୱାଧୀନତା ଦିବସ

ତଥାପି ଆମେ ଆଶା ରଖିଛୁ କରୋନାକୁ ପରାଜିତ କରିପାରିବୁ

ଠିକ୍ ଯେମିତି ବ୍ରିଟିଶମାନଙ୍କଠାରୁ ସଂଗ୍ରାମକରି ଆମ ଦେଶକୁ ପରାଧୀନ ମୁକ୍ତକରିଥିଲୁ ।

ଆଉ ପୁଣି ଥରେ ଆମେ ବିଜୟର ଜୟଗାନ କରିବୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍