STORYMIRROR

Gunanidhi Samal

Fantasy

3  

Gunanidhi Samal

Fantasy

ଚେନାଏ ହସ

ଚେନାଏ ହସ

1 min
45

ଲୋଡାନାହିଁ ମୋର ହାତୀ,ଛତି,ଘୋଡା

ସୁନାର ରାଜ ଉଆସ

ଲୋଡାନାହିଁ ମୋର ମାୟାର ସଂସାର

ଅଥବା ସରଗ ବାସ l


ଲୋଡାନାହିଁ ମୋର ଅମୃତ ମଣୋହି

ସରପୁଳି ଖଣ୍ଡ ଖଜା

ନ'ମିଳୁ ପଛକେ ପଖାଳ ରୁ" ମୁଠେ

ଅବା ଖୁଦକଣା ଭଜା l


ଲୋଡାନାହିଁ ବେଶ ବାସ

ଦେଇ କି"ପାରିବୁ କାଳିଆରେ ତୋର

ଅଧରୁ ଚେନାଏ ହସ ।


Rate this content
Log in

Similar oriya poem from Fantasy