STORYMIRROR

ଡୁଲେଶ୍ବର କୁମାର ସାହୁ

Fantasy

3  

ଡୁଲେଶ୍ବର କୁମାର ସାହୁ

Fantasy

ଚାଷୀର୍ ମନ୍

ଚାଷୀର୍ ମନ୍

1 min
115


ମୁହୁଁ କେ ଟେକି ଦେଖୁଛେ ଚାଷି

କେବେ ଆଏବା ପାଏନ୍

ବୁନତି ଧାନ୍ ଜଗାଁତି କପା

ଖେତ୍ କରିଛେଁ ଅଏନ୍

ସପନର ତାର୍ ଜାହାକେ ଯେତେ

ବୁନମିଁ ଧାନ୍ କେତେନି କେତେ

କପା ବି ଦେତିଁ ଜଗେଇ

କାଖେଁର୍,ମାଖନ୍,ଭେଣ୍ଡି, କଖାରୁଁ

ସେଟାବି ନି ଦେତିଁ ଛାଡି

ହଲ୍ ବି କହୁଛେ‌ ଟାକିଛେଁ

ଭାତ୍,ଘାଁସ୍ ପେଟେ ଖାଇ

ଅଛରେ ପାଏନ୍ ହେଲେ ରେ ଭାଇ

ଗୁଟେ ଦିନେ ଦେତିଁ ସରେଇ

ଚାଷିର୍ ପିଲା ଦୁଇ ଭାଇ

ତର୍ ବର୍ ହେଇ ଖେତ୍ କେ ଯାଇ

ଘିଚି ଦଉଛନ୍ ଲଟା

ଅଛ୍ ରେ ପାଏନ୍ ହେଲେ

ଆମର୍ କାମ୍ ଟା ସରି ଜାଏତା

ଧାନ୍ ଫଲତା୍ ସୁନା ହେଇ

କପା ଫଲତା ରୂପା

ମୋର୍ ଉପରେ ଆଶିର୍ବାଦ

ଦେଲେ ଥରେ ବିଧାତା ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy