STORYMIRROR

MADHU MITA

Tragedy

3  

MADHU MITA

Tragedy

ଚାଲିଗଲ

ଚାଲିଗଲ

1 min
11.9K

ଚାଲିଗଲ !!

କିଛି କ୍ଷୋଭ  

କିଛି ଅନୁଭବ

ପଛରେ ପକେଇ ଦେଇ !!


କିଛି ତିକ୍ତତା

କିଛି ଅଭିଜ୍ଞତା

ପଛରେ ଛାଡ଼ି ଦେଇ !!


କିଛି ଆଶା

କିଛି ନିରାଶା

ପଛରେ ଗୋଡ଼ାଇ ଗୋଡ଼ାଇ !!


କିଛି ସ୍ବପ୍ନ

କିଛି କର୍ତ୍ତବ୍ୟ

ପଛରେ ସମର୍ପି ଦେଇ !!


କିଛି ଅନୁସରଣୀୟ

କିଛି ଅପୂରଣୀୟ

ପଛରେ ଅର୍ପଣ କରି !!


ଚାଲିଗଲ ତୁମେ

ଦୁଃଖ ସାଗରରେ ଭସାଇ

ଅପାରଗତାକୁ ପଛରେ ପକାଇ !!


ଶ୍ରଦ୍ଧାଞ୍ଜଳି ନେଇ ଯାଅ

ବିନମ୍ର ନିବେଦନ ଘେନ

ଏମିତି ଯାଇ ପାରିବନି !!

ରିକ୍ତ ହସ୍ତରେ ତୁମେ

ମାଟି ମା ର ପଣତ

ରକ୍ତରେ ଭିଜାଇ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy