STORYMIRROR

Chittaranjan Lenka

Inspirational Others Abstract

3  

Chittaranjan Lenka

Inspirational Others Abstract

ବୁଦ୍ଧିର ପ୍ରୟୋଗ

ବୁଦ୍ଧିର ପ୍ରୟୋଗ

1 min
13.7K


ଅତି ବୁଦ୍ଧି ବଳେ ଚୋର କରେ ଚୋରି

ଟାଉଟର ତା ଧୂର୍ତ୍ତତା

ଅତି ବୁଦ୍ଧି ଭକ୍ତି ଚୋର ର ଲକ୍ଷଣ

ତେଣୁ କହୁ ଏହି କଥା

ଚୋରି ଶବଦର ବ୍ୟାପକ ଅର୍ଥକୁ

ଯିଏ ସମୀକ୍ଷା କରିବ

ଆମ ସମାଜରେ ଚୋର ଟାଉଟର

ସଂଖ୍ୟା ସେ ଜାଣି ପାରିବ

ସେହି ଚୋର ଆଉ ଟାଉଟର ପାଇଁ

ମୋ ମନେ ଗୋଟିଏ ପ୍ରଶ୍ନ

ତୁମ ବୁଦ୍ଧି ଯଦି ଭଲ ବାଟେ ଦେବ

ହୋଇବ କେତେ ମହାନ ???

ଚିତ୍ତରଞ୍ଜନ ଲେଙ୍କା,କଟକ


Rate this content
Log in

Similar oriya poem from Inspirational