STORYMIRROR

Gouttam kachim

Romance

3  

Gouttam kachim

Romance

ବସନ୍ତେ ବଉଳ ମହକ

ବସନ୍ତେ ବଉଳ ମହକ

1 min
260

ବର୍ଷା ଗଲା ଶୀତ ଗଲା,

ବସନ୍ତ, ଆସି ହେଲା,

ନାନାଦି କୁସୁମ ବନେ,

ଫୁଲ, ମାନ ଫୁଟିଲା,

ପୁଣି ଆମ୍ବ ଉଦ୍ୟାନରେ,

ବଉଳ ବି ଫୁଟିଲା,

ତାର ମହ ମହ ବାସ,

ଚଉ ଦିଗେ ଛୁଟିଲା,

ମହ ମହ ବାସ ତାର,

ଜନ ମନ ମୋହିଲା

ବଉଳ ମହକ ସାଥେ,

କୋଇଲି ଗାଏ ଗୀତ,

କୁହୂ କୂହୁ ଗାନେ ମନ,

ହୋଇଯାଏ ମୋହିତ,

ଏ ଲଗନେ ପ୍ରାଣ ପ୍ରିୟା ସାଥେ,

ବନେ ବିହାର,

କଲେ ଆନନ୍ଦରେ ମନ,

ହୋଇ ଯାଏ ବିଭୋର,

କାମ ଦେବ କରିଦିଏ,

ସର ମାରି ଘାଇଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance