Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pritisima Swain

Romance

4.0  

Pritisima Swain

Romance

ବର୍ଷା

ବର୍ଷା

1 min
197


ଆକାଶ ଆଖିରୁ ଝରିଯାଏ

ମାଟିକୁ ପୁଲକିତ କରେ

ତା ପ୍ରୀତି ଛୁଆଁ ଆଲୋଡ଼ନ ଦିଏ

ଏମିତି ମଧୁର ସମ୍ପର୍କ ସିଏ । 

ଆକାଶ ଓ ମାଟିକୁ ମିଳିତ କରାଏ,

ଯୋଗସୂତ୍ରର ବାହକ ସିଏ

କେବେ ଚିକମିକ୍ ଝଲମଲ୍ ହୁଏ

କେବେ ଅନ୍ଧାରୀ ବିଜେ ହୁଏ ।

ବିରହ ବେଦନାକୁ ପୋଛି ଦିଏ

ଚୁମ୍ବନ ଦେଇ ଆପ୍ୟାୟିତ କରେ

ମେଞ୍ଚା ମେଞ୍ଚା ମୁକ୍ତା ଫଳାଏ

ତା ପ୍ରେମକୁ ସାଇତି ଫେରିଯାଏ ।



Rate this content
Log in