Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Pritisima Swain

Romance


3.5  

Pritisima Swain

Romance


ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

1 min 15 1 min 15


ଏକ ଆବେଗର ଜୁଆର ହୋଇ

ଝରୁଥିଲା ମୋ ଦୁଇ ଆଖିରୁ,

ଅବାରିତ ପ୍ରେମ ଧାରାରେ

ଭିଜୁଥିଲ ତୁମେ ବି ମୋ ସହ । 


ବର୍ଷା, ରାତିକୁ ଆଚ୍ଛାଦିତ କରିଥିଲା

ରାତି ସମ୍ଭାବନା ପାଇଁ ସମର୍ପିତ ଥିଲା,

ମୁଁ ଲୁହ ଧାରରେ ଭିଜୁ ଥିଲି, ତୁମ

ଆଖି ଅବତୁରା, ଛାତି ଭିଜୁଥିଲା ।



Rate this content
Log in

More oriya poem from Pritisima Swain

Similar oriya poem from Romance