STORYMIRROR

Jitendriya Behera

Abstract Others Romance

3  

Jitendriya Behera

Abstract Others Romance

ବର୍ଷା

ବର୍ଷା

3 mins
13.6K


ଗୁଡାଏ ଦାଗ

ଅସମ୍ଭବ ତାତି

ପର୍ଯ୍ୟାପ୍ତ ଶୋଷରେ

ଶୋଇଥିଲି ମୁଁ

ତମେ ପୁଣି ଫେରିଆସିଲ

ଦଲକାଏ ଥଣ୍ଡା ପବନ

ଅକୁହା ଶୀହରଣ

ପୁର୍ତ୍ତୀମୟ ଉଚ୍ଚାରଣ ସହ

ମୋ ଠୁ ଦିପଦ ଶୁଣ

ତମେ କଣ ନିର୍ବିଘ୍ନରେ କହି ପାରିବ

କେମିତି ବା କହି ପାରିବ

ତୁମ ଭୟ ମୋର ବାସ୍ତବତା

ମୁଁ କିନ୍ତୁ କହି ପାରିବି

ତୁମ ଉଦାସୀପଣ

ମୋ ଜୀବନର ଅସ୍ଥିରତା ।

କହି ପାରିବି

ତୁମେ ସନ୍ତୁଳି ହେଉଥିବା ନିଆଁରେ

ମୁଁ କେବେ ଜଳିନି

ମୋ ଜଳିବା କଥା କହିଲେ

ତୁମ ଦେହ ତ

ମତେ କେବେ ଛାଡିନି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract