STORYMIRROR

SUSMITA MISHRA

Fantasy

3  

SUSMITA MISHRA

Fantasy

ବର୍ଷା ରାଣୀ ଯେବେ ଆସେ

ବର୍ଷା ରାଣୀ ଯେବେ ଆସେ

1 min
189

ବର୍ଷା ରାଣୀ ଯେବେ ଆସେ 

ବରଷା ରାଣୀ ଯେବେ ଆସେ,

  ମନ ମୟୂରୀ ହୋଇ ନାଚେ,

ହୃଦୟର ପ୍ରେମ ଆକାଶେ ,

  ସପ୍ତରଙ୍ଗ ଇନ୍ଦ୍ରଧନୁ ଯେ ଆଙ୍କେ,

ମନ ହୁଏ ମତୁଆଲା,

  ସତେ ଯେମିତି ଆକାଶରୁ,

ଝରୁଥାଏ ମଦିରା ପ୍ୟାଲା,

  ସେ ପ୍ୟାଲା ପିଇ,

ରାତି ନାଚୁଥାଏ ଝିମଝିମ,

  ବର୍ଷା ହେଉଥାଏ ରିମଝିମ I 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy