STORYMIRROR

Sunanda Mohanty

Abstract Inspirational Children

3  

Sunanda Mohanty

Abstract Inspirational Children

ବୃକ୍ଷ ଆମ ଜୀବନ

ବୃକ୍ଷ ଆମ ଜୀବନ

1 min
189

ବୃକ୍ଷର ଆମ ଜୀବନଗଛ ଅଟେ ମନୁଷ୍ୟ ବନ୍ଧୁ

ଦୁଃଖ ସୁଖରେ ସାହାଯ୍ୟ

କରି ହୁଏ ପୂର୍ଣ୍ଣମୀ ଇନ୍ଦୁ

ଗଛ ସାହାଯ୍ୟରେ ଡେଇଁ 

ସାତ ସାଗର ସିନ୍ଧୁ

ମନୁଷ୍ୟ ଜୀବନ ସାରା

ଗଛ ମନୁଷ୍ୟ ବନ୍ଧୁ

ମଣିଷ ଜୀବନ କାଳେ

ଗଛର ପ୍ରତ୍ୟେକ ଅଙ୍ଗ

ଲାଗେ ସରଗ ସିନ୍ଧୁ

ଗଛ ବିନା ବଞ୍ଚିବାଟା

ମଣିଷ ଜୀବନ ଯାଏ କାନ୍ଦୁ କାନ୍ଦୁ

ବୃକ୍ଷ ଆମ ଜୀବନର ସରଗ ସିନ୍ଧୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract