STORYMIRROR

Sasmita Das

Inspirational

3  

Sasmita Das

Inspirational

ବୋଝ

ବୋଝ

1 min
245

ଏ ଦୁନିଆ ବୁକୁରେ 

ବଞ୍ଚିିବାକୁୁ ହେଲେ

ସହିବାକୁ ହୁଏ 

ଅନେକ ଯାତନା ।

କର୍ତ୍ତବ୍ୟର ଦ୍ୱାହି ଦେଇ

ଲଦି ଦିଆ ଯାଏ ବୋଝଟିଏ

ବିନା ସର୍ତ୍ତ ବିନା ପ୍ରତିବାଦେ

ଚାଲିବାକୁ ହୁୁଏ ଜୀବନର ପଥ

କର୍ତ୍ତବ୍ୟର ଵୋଝ ବୋହି ।

ଥକିଯିବ ସିନା ମୁକ୍ତି ତ ମିଳଇ ନାହିଁଁ ।

ଜୀବନଟା ଖାଲି କର୍ତ୍ତବ୍ୟରେ ବନ୍ଧା

ଆଉ କିିଛି ମିିଳେ ନାହିିଁ ,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational