STORYMIRROR

PrajnaParamita Aparajita

Drama Classics Inspirational

3  

PrajnaParamita Aparajita

Drama Classics Inspirational

ବୋହୂ ସିଏ

ବୋହୂ ସିଏ

1 min
296

ନୂଆ ନୂଆ ଆସିଛି ସେ ଵୋହୂ, ସରମେ ଲୁଚି ଚାହୁଁ ଥିବା ଚାହାଣିଁ ଟିଏ


ନୂଆ ଘରେ ସିଏ ନିଜ ଜିବନୀ ଖୋଜି ବସେ,ନୂଆ ଘରେ ନୂଆ ରହଣୀ ଟିଏ


ସବୁ ଶୁଣି ସବୁ ନିରବେ ସହେ ସେ,ହସ ବାଣ୍ଟୁ ଥିବା କାହାଣୀ ଟିଏ


ସେ ନୂଆ ଆରମ୍ଭ ନୂଆ ଦମ୍ଭ ଧରି, ଆଗେଇ ନେବାର ତରଣୀ ଟିଏ


ବୋହୂ ସିଏପ୍ରତିଦ୍ବନ୍ଦି ନୁହେଁ,ସେତ ନିରିମାଖି ରମଣୀ ଟିଏ


ଆଦରେ ଆଦରି ନେଲେ ସୁଖେ ତାକୁ, ସେତ ଚିର ସୁଖ ଦାୟୀ ଶ୍ରାବଣୀ ଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama