STORYMIRROR

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ବଣୁଆ କୁକୁର

ବଣୁଆ କୁକୁର

1 min
168


ବଣୁଆ କୁକୁର ବଣ ଜଙ୍ଗଲରେ

ରହନ୍ତି ମନ ଆନନ୍ଦେ

କିନ୍ତୁ ଯେ ଗାଉଁଲି କୁକୁର ରହନ୍ତି

 ଗୃହରେ ପାଳିତ ଭାବେ ।

ଗହନ ବନରେ ବଣୁଆ କୁକୁର

ବୁଲି ବୁଲି ଏଣେତେଣେ

ସକାଳରୁ ସଞ୍ଜ ହୋଇଗଲେ ସୁଦ୍ଧା

କିଛି ନପାଇ ସେ ମନେ ।

ଭlଳି ହେଉଥିଲା କ'ଣ ଖାଇ ଅବା

ବଞ୍ଚିବି ଆଜି ମୁଁ ଏଥେ

ସାରା ବନ ଖୋଜି କିଛି ନ ପାଇଲି

ପ୍ରାଣ କି ଧରିବି ସତେ ।

ଏହିପରି ଭାବେ ରାତି ବିତିଯାଇ

ଆସିବ କାଲି ସକାଳ

କୁକୁର ହୋଇ ମୁଁ ଗଛରୁ ବିଛାଇ

ଖାଇବି କି ଫଳମୂଳ ।


Rate this content
Log in

Similar oriya poem from Romance