Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

KUMAR SIPUN

Horror Tragedy Crime

4  

KUMAR SIPUN

Horror Tragedy Crime

ବନ୍ଦୀର ଆତ୍ମା କଥା

ବନ୍ଦୀର ଆତ୍ମା କଥା

1 min
117


ବନ୍ଦୀର ଆତ୍ମ କଥା


ବିପ୍ଲବୀ ମୁଁ କଲମ ମୁନର

ସଭ୍ୟ ସମାଜ ପାଇଁ

ଘାତ ପ୍ରତିଘାତ ନିନ୍ଦା ମୋ ଗହଣା

ତଥାପି ଥକି ମୁଁ ନାହିଁ l 


ଜୀବନ ଯୁଦ୍ଧ ରେ ପରାଜିତ ଆଜି 

ଯେମିତି ମୁଁ ବଞ୍ଚିଅଛି

ନୀତି ଆସେ ମୃତ୍ୟୁ ତାଣ୍ଡବ ରଚାଇ 

ଘନ ବାଦଲେ ଭlସଇ l 


ଦିବା ତମସାର ଲୁଚକାଳି ଖେଳ

କେବେଠୁ ଯାଇଛି ସରି

ଅମା ଅନ୍ଧାର ଜୀବନ ଯନ୍ତ୍ରଣା

ଲାଗଇ ଯେ ନର୍କ ପୁରୀ l


କେତେ "ନିର୍ଭୟl" ବଳି ପଡେ ଏଠି

ଅଦିନରେ "ପରି" ଯାଏ ଝଡି

କେତେ ମମତା ର ବୁକୁ ଫଟା କୋହ

ଅନ୍ତର ଫlଟଇ ପଡି l


କନ୍ୟା ରତ୍ନ କି ସତେ ଅଭିଶାପ 

ଏ କି ସମ୍ବିଧାନ ର ପ୍ରଥା

ମୁକ୍ତ ବିହଙ୍ଗ କି ଅବା ବୁଝିବ

ବନ୍ଦିର ଆତ୍ମକଥା l 

 


Rate this content
Log in