STORYMIRROR

Sudhir Kumar Panda

Abstract

3  

Sudhir Kumar Panda

Abstract

ବନ୍ଧୁତ୍ବ

ବନ୍ଧୁତ୍ବ

1 min
242

ବନ୍ଧୁ,

ଏ କେଉଁ ବନ୍ଧନେ ବାନ୍ଧୁ,

ସାଥି ହୋଇ ଯଦି ଥିବୁ ମୋ ସାଥିରେ

ଲଙ୍ଘି ପାରେ ସାତ ସିନ୍ଧୁ


ବନ୍ଧୁ,

ମନ ତ ଦେଇଛି, ମନ ବି ନେଇଛି

ତୋପାଇଁ ଜୀବନ ସମର୍ପି ଦେଇଛି

ଛାଡିବିନି ସାଥି

ଯିଏ ଯେତେ ପାରୁ ନିନ୍ଦୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract