STORYMIRROR

Nirupama Tarai

Romance Classics Fantasy

3  

Nirupama Tarai

Romance Classics Fantasy

ବନ୍ଧୁତା

ବନ୍ଧୁତା

1 min
176


ଜୀବନ ରେ ଆସେ କେତେ ବିପଦ

ନପାରି କେହି ଏହାକୁ ଛୁଇଁ

ଗଙ୍ଗା ଯମୁନା ମିଳନ ଯେମିତି ମିଳନ

ମନର ମିଳନ ସ୍ଥଳି ଏହି।


ବନ୍ଧୁତା ର ଡଙ୍ଗା ପାଖରେ ଥିଲେ,

ବିପଦର ସାମ୍ନା ଆନନ୍ଦେ କରେ

ମନ ଖୋଜେ ସବୁ ବେଳେ

ହୃଦୟ ଗଭୀର ସମୁଦ୍ର ସମୁଦ୍ରତଳେ।


ହସ ଖୁସିରେ ସାମିଲ ରହେ

ପରିବାର ପରି ସେନେହ ଦିଏ

ମାଆ, ବାପା ଭଳି କରେ ଆଦର

ଘର ଲୋକପରି ମୋର ନିଜର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance