STORYMIRROR

Sunanda Mohanty

Classics Inspirational Others

2  

Sunanda Mohanty

Classics Inspirational Others

ବନ୍ଧୁ

ବନ୍ଧୁ

1 min
114


କୃଷ୍ଣ ଙ୍କ ପରି ବନ୍ଧୁ ଯାହାର 

ବିଜୟ ସୁନିଶ୍ଚିତ ତାହାର 

ଗାନ୍ଧୀଙ୍କ ପରି ରହି ନିରସ୍ତ୍ର 

ଜାଣିଥିଲେ ଜିଣିବାର ମନ୍ତ୍ର 

ଗାଣ୍ଡୀବ ଧାରୀ ଅର୍ଜ୍ଜୁନ ସିଏ 

ସଖା ରୂପେ କୃଷ୍ଣ ଙ୍କୁ ପାଇ ସିଏ 

କର୍ଣ୍ଣ ଙ୍କ ଠାରୁ ବୀର ନାହିଁ କେହି 

ହାରିବା ସୁନିଶ୍ଚିତ ଜାଣି ସେହି 

ବିପଦ ସମୟରେ ବନ୍ଧୁ ସହ ରହି 

ଜୀବନ ଶେଷ ବିନ୍ଦୁ ଯାଏ ଥିଲେରହି 

ସିଏ ଏକା ଭାଗ୍ୟବାନ ଅର୍ଜ୍ଜୁନ 

କୃଷ୍ଣ ଙ୍କ ପରି ସଖା ପାଇ ବିଦୁର 

ଦୁଃଶାଶନ ହାତ ନଛାଡି କର୍ଣ୍ଣ

ମହାଭାରତଯୁଦ୍ଧରେ ପ୍ରାଣ ବିସର୍ଜ୍ଜନ 

କୋଉ ଗୁଣରେ ନୁହନ୍ତି ସେ କମ 

ତାଙ୍କ ପରି ବନ୍ଧୁ ବୋଲାଏ ଭାଗ୍ୟବାନ 

ଏହିପରି ଦୁଇବନ୍ଧୁ ଥିଲେ ଜୀବନରେ 

ନିଶ୍ଚୟ ପହଂଚି ହୁଏ ଲକ୍ଷ ସ୍ଥଳରେ 

କୃଷ୍ଣ ଙ୍କୁ ସେପାଇଁ ଡାକୁଛି ଗାନ୍ଧୀ ବୋଲି 

ବସୁଷେଣ ଙ୍କୁ ପଚାରେ କାହିଁ ଗଲ ଚାଲି 

ଖୋଜିଲେ ପାଇବା ଏହି ଦୁଇବନ୍ଧୁ 

ଯାହା ସାହାଚାର୍ଯ୍ୟ ପାଇ ତରିଯିବା 

ଏ ସଂସାର ରୂପକ ସିନ୍ଧୁ 

ଥିବାଯାଏ ଟୋପାଏ ରକ୍ତବିନ୍ଦୁ 

ହୁଏତ କହିବେ ଅନ୍ୟ ଏକ ଗୋପବନ୍ଧୁ 

ଅବା ସଫଳ ଦେଶବନ୍ଧୁ,ଥିଲେ ଦୁଇବନ୍ଧୁ l


Rate this content
Log in

Similar oriya poem from Classics