STORYMIRROR

Nirupama Tarai

Abstract Fantasy Inspirational

3  

Nirupama Tarai

Abstract Fantasy Inspirational

ବିଶ୍ଵାସ

ବିଶ୍ଵାସ

1 min
218

ବିଶ୍ଵାସ ଏମିତି ଅକ୍ଷର ଟିଏ

ଗଢାହୁଏ ବହୁ କଷ୍ଟରେ,

ନିଃଶ୍ୱାସ ପରି ବିଶ୍ବାସ ପୁଣି

ଜୀବନରେ ଭରେ ପ୍ରାଣରେ।


ବିଶ୍ଵାସ ଦୁୁଇ ମନର ମିଳନ

ସଂର୍କୀନ ନିଶବ୍ଦ ପଥରେ,

ବିଶ୍ଵାସ ଏମିତି କ୍ଷୁଦ୍ରଗଳ୍ପ ଟିିଏ

ପ୍ରତିଦିନ ଶୁୁଣି ହୃଦୟ ଥରେ।


ସନ୍ଦେହ ଭାଙ୍ଗେ ବିିିଶ୍ବାସ ପୁୁଣି

ଗଢ଼ିବାକୁ ଲାଗେ ଯୁୁଗରେ।

ସମ୍ପର୍କ ରେ ନଥିଲେ ବିଶ୍ବାସ

ରହିିିଯାଏ ପୁଣି ବ୍ୟର୍ଥରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract