STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Tragedy

2  

ଓଡ଼ିଆ ଗଳ୍ପ ଓ କବିତା - ୩

Tragedy

ବିରହ ନିଆଁରେ ଜଳୁଛି ଜଳିବି

ବିରହ ନିଆଁରେ ଜଳୁଛି ଜଳିବି

1 min
14K


ବିରହ ନିଆଁରେ ଜଳୁଛି ଜଳିବି

ସାରା ଜୀବନ ମୁହିଁ

ତୁମ ବିରହରେ ଜଳି ଯିବି ଦିନେ

ସେ ପାଇଁ ଶୋଚନା ନାହିଁ

ଅମାବାସ୍ୟାର କଳା ଅନ୍ଧାରରେ

ନୀରବ ଆଳାପ କରେ

ତୁମ ପାଇଁ ପ୍ରିୟ ସାରା ବରଷ ମୁଁ

ଅପେକ୍ଷାରେ ଝୁରି ମରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy