STORYMIRROR

Sukanti Hotta

Inspirational

3  

Sukanti Hotta

Inspirational

ବିଜୟ ତିଳକ

ବିଜୟ ତିଳକ

1 min
98

ଜୀବନର ମହାସଂଗ୍ରାମରେ

କରୋନା ରାକ୍ଷସକୁ ପରାସ୍ତ କରିବାକୁ

ସାରା ବିଶ୍ୱ ଏକହୋଇ

ଅବିରତ ପ୍ରୟାସ ଜାରି ରଖି

ଘୋର ସଙ୍କଟର ପରିସ୍ଥିତିରେ

ସଚେତନତା ଜାଗ୍ରତ କରାଇ

ସୁରକ୍ଷାର ସୀମାରେ ରହି

ବିଜୟର ତିଳକ ସଦୃଶ

ମାସ୍କ ପରିଧାନ କରି

କରୋନା ଯୋଦ୍ଧା ସାଜି

ଦୟା କ୍ଷମା ସ୍ନେହ କରୁଣାର

ଆଭୂଷଣରେ ମଣ୍ଡିତ ହୋଇ

ପରାସ୍ତ କରିବା କରୋନା ରାକ୍ଷସକୁ

ଶାନ୍ତି ମୈତ୍ରୀ ପ୍ରୀତି ଏକତାର

ଧ୍ୱଜାକୁ ଉଡାଇ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational