STORYMIRROR

Sabita Sukla

Inspirational

3  

Sabita Sukla

Inspirational

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
180


ବିଦ୍ୟାର୍ଥୀ ସମୟ ନୁହେଁ ସୁଖର ଜୀବନ,

ବିଦ୍ୟା ତପସ୍ୟାର ବ୍ରତ କର ଆଚରଣ।1।


ବିଦ୍ୟା ବଳେ ଶ୍ରେଷ୍ଠ ଧନ ହୁଅଇ ପ୍ରାପତ,

ମାନ,ସନମାନ ଶ୍ରେଷ୍ଠ ହୁଅଇ ଚରିତ୍ର।2।


ବିଦ୍ୟା ଠାରୁ ବନ୍ଧୁ ଆଉ ନାହିଁ ଜଗତରେ,

ବିଦ୍ୟା ସହାୟକ ହୁଏ ପ୍ରବାସ କ୍ଷେତ୍ରରେ।3।


ବିଦ୍ୟା ବଳେ ଜ୍ଞାନ ଚକ୍ଷୁ ହୁଏ ଉନ୍ମୀଳିତ,

ବିଦ୍ୟା ବଳେ ଦେଖିହୁଏ ଏ ସାରା ଜଗତ।4।


ବିଦ୍ୟା ବଳେ ସରସ୍ଵତୀ ଲକ୍ଷ୍ମୀ ଆବିର୍ଭୂତ,

ବିଦ୍ୟାର୍ଥୀ ବିଦ୍ୟା ସାଧନେ ଜଗତରେ ଜିତା।5।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ

Similar oriya poem from Inspirational