Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjukta Padhi

Children

4  

Sanjukta Padhi

Children

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
245


 

ଆସରେ ଆସରେ ଆସ

ଗଢ଼ିବା ରାମ ରାଇଜ

ବିଦ୍ୟାର୍ଥୀର ହାତେ ଦେବା

ସକଳ କାମ କାର୍ଯ୍ୟ ।

ଦେଶ ଜାତିର ଗୌରବ ସେ

ସ୍ୱର୍ଣ୍ଣ ସ୍ୱପ୍ନର ରୂପକାର

ନୂଆ ସକାଳର ଆଶା

ଆମ ଆତ୍ମାର ଭରସା ।

ତା ହାତରେ ଟେକି ଦେବା

ଆମ ଶାସନ ଭାର,

ଶାରୀରିକ ମାନସିକ

ଭୌତିକ ଆଧ୍ୟାତ୍ମିକ

ଶିଷ୍ଟାଚାର ଶୃଙ୍ଖଳିତ

ସଂଯମ ନିତି ଯୁକ୍ତ

ସର୍ବଗୁଣ ସମ୍ପର୍ନ୍ନ

ଆଦର୍ଶ ଓ ମହାନତା,

ଭକ୍ତି ମିତଵ୍ୟୟୀ

ଜଗେଇଵା ଦେଶପ୍ରେମ

ନମ୍ର ବିଦ୍ୟାଧ୍ୟୟନ

ଉତ୍ତମ ଆଚରଣ

ପରିଷ୍କାର ପରିଚ୍ଛନ୍ନ

ଆଉ ଯେତେ ଲକ୍ଷଣ

ସର୍ବୋପରି ଶିକ୍ଷା ଦେବା

ଜଗାଇବ ଚେତନ ।

ଆସରେ ଆସରେ ଆସ

ଗଢ଼ିବା ରାମ ରାଇଜ ।।



Rate this content
Log in

Similar oriya poem from Children