Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Inspirational Others

2  

Akshayakumar Dash

Inspirational Others

ବିଧ୍ୟାଳୟ

ବିଧ୍ୟାଳୟ

1 min
3.2K


  • ଶିକ୍ଷା ପାଇଁ ବିଧ୍ୟାଳୟ ଲୋଡ଼ା
  • ଚାଟସ।ଳୀକିମ୍ବା ବିଶ୍ୱବିଧ୍ୟ।ଳୟ
  • ସ୍କୁଲ କଲେଜ ପୁଣି ବିଦେଶ କୁ ଯାତ୍ର
  • ବିଶ୍ବବିଧ୍ୟ।ଳୟ ରେ ବିଧ୍ୟା ବାଚସ୍ପତି କି ବାରିଧି 
  • ବାର୍ଷିକ ପରୀକ୍ଷା ଦେଇ ନମ୍ବର ପାଉ
  • ତୃତୀୟ କି ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହେଉ
  • ଇଏ ଏମିତି ସଂଖ୍ୟା ରେ ଉତ୍ତୀର୍ଣ୍ଣ 
  • ଶହେରୁ କେତେ ଭାଗ ମୁଲ୍ୟ।ଙ୍କନ
  • ଜୀବନର ଅନ୍ୟଏକ ପାଠଶାଳା
  • ଏଠି ମୁଲ୍ୟ।କଂନ ବିଯୁକ୍ତ ଧାରାରେ
  • ଦଶମିକ ସଂଖ୍ୟା ନେଇ ଜନ୍ମ ସବୁ ଜୀବ
  • ଦୟା, ସେବା, କରୁଣା ରେ ଭରା
  • ଦାନ ଧର୍ମ ଅହିଂସାର ପରୀକ୍ଷା ର ପ୍ରଶ୍ନ
  • ଶୂନ୍ୟ ଯିଏ ପାଏ ସେହି ହିଁ ଯୋଗ୍ୟ
  • ଏ ପରୀକ୍ଷାର ଉଚ୍ଚ ଶ୍ରେଣୀ ନାହିଁ
  • ଏଠି ଅଛି ତ୍ୟାଗ ଆଉ ଫକିର ର କର୍ମ
  • ନେବା ନାହିଁ ଦେବା ଅଛି ସ୍ଥାନ ।


Rate this content
Log in

Similar oriya poem from Inspirational