STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ବିଦଗ୍ଧ ଗଣିତ

ବିଦଗ୍ଧ ଗଣିତ

1 min
151


ବିଦଗ୍ଧ ଗଣିତର

ସୂତ୍ର ଭାରିଅଜଣା

ବିନା ସୂତ୍ରରେ

ଗଣିତ କଷା କରିହୁଏନା

ଡର ମାଡେ ଦେଖିଲେ

ତାକୁ ଥରି ଉଠେଛାତି

ପ୍ରକାଶ କରିହୁଏନା

ମୁଣ୍ଡ ହୋଇ ଯାଏ

ଗୋଳମାଳ କିଛି

ମନେ ପଡେନା

ଚତୁର୍ଦ୍ଦଶ ହୋଇ

ଉଠେ ଅନ୍ଧ କାରମୟ

ଆଉ ବଖାଣି ହୁଏନା

ଲାଗେ ଜୀବନର

ସବୁ ସୂତ୍ର ରହିଗଲା

  ଅଧୁରା

ହୋଇଉଠେ ଆନମନା

ରହି ଗଲା କିଛି ବେସୁରା

ଡାକିବାରୁ ଇଚ୍ଛା ହୁଏ

ଭଗବାନଙ୍କୁ କହିଉଠେ

ମନ ପ୍ରଭୁ ରକ୍ଷାକର

ଗଣିତ କଷି ଜାଣେନା

ସରିଯାଇଛି ସବୁ ବୁଦ୍ଧି

ଟିକେ ବୁଝେଇ ଦିଆନିଆ

କରୁଛି ମିନତୀ

ମୋ ଡାକ ଟିକେ 

ପୂର୍ଣ୍ଣ କରିଦିଅ

ଏତିକି କେବଳ ପ୍ରାର୍ଥନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational