STORYMIRROR

Bela Bhumi

Fantasy Abstract

2  

Bela Bhumi

Fantasy Abstract

ବିଦାୟର ବେଳ

ବିଦାୟର ବେଳ

1 min
2.7K


ଚାରିପଟେ ଅବିଛିନ୍ନ ନୀରବତା 

ଆଉ ବେଦନାର ସାହାନାଇ ସୁର

ବିଦାୟର ବେଳ ଆସିଗଲା 

ଆଉ ଢାଳ ନାହିଁ ଲୋତକର ଧାର ..,

ପରମ ସତ୍ୟକୁ ଥରେ ଦେଖ ହେ ନିରେଖି 

ଶୂନ୍ୟତାକୁ ଖୋଜି ଦେଲେ ମୁଁ ଥିବି ସଖୀ

ତୁମପାଖେ ଥିଲି କାଲି,

କାଲିରେ ବି ଥିବି

ଆଜି ତ ଯିବାକୁ ହେବ 

ଯାହା ସଖୀ ବିହି ଅଛି ଲେଖି ......II

ତପନ ଦୀକ୍ଷିତ (ବେଳାଭୂମି)

21.10.2017


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy