STORYMIRROR

Liza Senapati

Tragedy

3  

Liza Senapati

Tragedy

ବିଦାୟ

ବିଦାୟ

1 min
264

ଶ୍ମଶାନରେ ଜଳୁଚି ମୋ ଜୁଇ,

କିଏ ସେ ହସୁଚି,

କିଏ ସେ କାନ୍ଦୁଚି,

ନାଟକର ରଙ୍ଗମଞ୍ଚ ଛାଡି ମୁଁ ଯାଉଚି,

ଦି ଦିନର ଜୀବନ 

ଆସିଥିଲି କାଲି, ବାହୁଡ଼ି ଯାଉଚି ଆଜି।

ଅଭିନୟ ମୋର ଯାଇଚି ସରି,

ଯେତେ ଅଭିଯୋଗ ମୋ ପାଖେ ଦିଅ ଅଜାଡି,

ରାଗ ଋଷା ଅଭିମାନ ଭୁଲିଯାଅ ,

ଶେଷ ସମୟରେ ଦିଅ ସ୍ନେହଭରା ବିଦାୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Tragedy