ବିଦାର୍ଥୀର ଜୀବନ
ବିଦାର୍ଥୀର ଜୀବନ


ମଣିଷ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ
ବିଦ୍ୟାର୍ଥୀ ଜୀବନ।
ଏ ସମୟ ଅନେକ କିଛି ଶିଖିବାର ସମୟ
ନିଜକୁ ଗଢିବାର ସମୟ
ଆଗରେ ସମୟରେ ବଡ଼ କଷ୍ଟକର ଥିଲା
ଵିଦ୍ୟା ଶିକ୍ଷା କରୁଥିବା ଛାତ୍ରର ଜୀବନ
କାକ ସ୍ନାନ, ବକ ଧ୍ୟାନ, ଶ୍ବାନ ନିଦ୍ରା, ଅଳ୍ପହାରି ଓ ଗୃହ ତ୍ୟାଗୀ
ଏ ଥିଲା ବିଦ୍ୟାର୍ଥୀର ପଞ୍ଚ ଲକ୍ଷଣ।
ଆମେ ବି ଆମ ପୂର୍ବ ପୁରୁଷଙ୍କ ଠାରୁ ଅନେକ କିଛି
ଶିଖିବାର ଅଛି।
ଯେମିତି ଭିମ ରାଓ ଆମ୍ବେଦକର
ଶିକ୍ଷା ପାଇଁ ଅନେକ ସଂଘର୍ଷ କରିଥିଲେ।
ଆମେ ବି ଏ ଯୁଗରେ କିଛି ନୂଆ ଇତିହାସ
ରଚିଯିବା ନିଜ ଦେଶ ଜାତି ପାଇଁ।